କଟକରେ ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ

କଟକ ପିଠାପୁର ତାରାଚାନ୍ଦପାଟଣା ଅଞ୍ଚଳରେ ଅଘଟଣ। ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ ହୋଇଛନ୍ତି।

କଟକ (କେନ୍ୟୁଜ): କଟକ ପିଠାପୁର ତାରାଚାନ୍ଦପାଟଣା ଅଞ୍ଚଳରେ ଅଘଟଣ। ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ। ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଘରେ ଏଲପିଜି ଗ୍ୟାସ ଲିକ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ୩ ଜଣ ମହିଳା ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.