Below header

ସୋର : ମାଲବାହୀ ଟ୍ରେନରେ ଲାଗିଲା ନିଆଁ, ଘଟଣାସ୍ଥଳରେ ଦୁଇ ଦମକଳ ନିୟୋଜିତ

ବାଲେଶ୍ବର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ । ଟ୍ରେନ୍ର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଟ୍ରେନଟି ପାରାଦୀପରୁ ହଳଦିଆ ଯାଉଥିଲା । ଘଟଣାସ୍ଥଳରେ ସୋରରୁ ଦୁଇଟି ୨ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ । କିପରି ଟ୍ରେନରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.