ତାଳପଦର ଗାଁରେ ଗୁଳିକାଣ୍ଡ, ଗୁଳିମାଡର କାରଣ ଅସ୍ପଷ୍ଟ
ତାଳପଦର ଗାଁରେ ଗୁଳିକାଣ୍ଡ । ଗାଁର ସୁବ୍ରତ ମିଶ୍ରଙ୍କ ପେଟରେ ବାଜିଛି ଗୁଳି । ଗୁଳିମାଡର କାରଣ ଅସ୍ପଷ୍ଟ । ବରଗଡ଼ ଜିଲ୍ଲା ବିଜେପୁର ଥାନା ତାଳପଦର ଗାଁ ର ଘଟଣା । ବିଜେପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।
ବରଗଡ଼(କେନ୍ୟୁଜ୍) : ତାଳପଦର ଗାଁରେ ଗୁଳିକାଣ୍ଡ । ଗାଁର ସୁବ୍ରତ ମିଶ୍ରଙ୍କ ପେଟରେ ବାଜିଛି ଗୁଳି । ଗୁଳିମାଡର କାରଣ ଅସ୍ପଷ୍ଟ । ବରଗଡ଼ ଜିଲ୍ଲା ବିଜେପୁର ଥାନା ତାଳପଦର ଗାଁ ର ଘଟଣା । ବିଜେପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଗୁରୁତର ଭାବେ ସୁବ୍ରତ ମିଶ୍ରଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।