Below header

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ପ୍ରଫେସର ସବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ମିଳିଛି । ସେ ଏବେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ, ଶାନ୍ତିନିକେତନର ଓଡ଼ିଆ ବିଭାଗରେ ପ୍ରଫେସର ଅଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ । ପ୍ରଫେସର ସବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ମିଳିଛି । ସେ ଏବେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ, ଶାନ୍ତିନିକେତନର ଓଡ଼ିଆ ବିଭାଗରେ ପ୍ରଫେସର ଅଛନ୍ତି । ପ୍ରଫେସର ସବିତା ପ୍ରଧାନ କୁଳପତି ଭାବେ ଦୁଇ ବର୍ଷ ଧରି ଦାୟିତ୍ବ ତୁଲାଇବେ । ଏନେଇ ରାଜ୍ୟପାଳ ତଥା କୁଳାଧିପତିଙ୍କ ଅଫିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.