ବନ୍ୟା ଆଁରେ ଅନୁଗୁଳର ଟିକରପଡା ଅଞ୍ଚଳ, ୪ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୁଳ(କେନ୍ୟୁଜ୍): ବନ୍ୟା ଆଁରେ ଅନୁଗୁଳର ଟିକରପଡା । ହୀରାକୁଦରେ ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଅଂଚଳର ୪ଟି ଗାଁ ଗଇନ୍ଦି, ବେହେରାସାହି,ମଝିପଡା,ଘାଟସାହି ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ପାଣି ଭିତରେ ବୁଡି ରାସ୍ତା ବୁଡିରହିଥିବାରୁ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଆଜି ଆହୁରି ସ୍ଥିତି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.