Browsing Tag

odisha flood

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ୨୧ ଜିଲ୍ଲା ବେହାଲ; ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ

(କେନ୍ୟୁଜ): ରାଜ୍ୟବ୍ୟାପୀ ଲଗାଣ ବର୍ଷା ଓ ପରେ ବନ୍ୟା । ବର୍ଷା ଓ ବନ୍ୟା ପ୍ରଭାବ କମୁଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଏହାରି ଭିତରେ ଆସିଛି ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଛି ଏହି ରିପୋର୍ଟ । ଚଳିତ…

ବନ୍ୟା ଆଁରେ ଅନୁଗୁଳର ଟିକରପଡା ଅଞ୍ଚଳ, ୪ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୁଳ(କେନ୍ୟୁଜ୍): ବନ୍ୟା ଆଁରେ ଅନୁଗୁଳର ଟିକରପଡା । ହୀରାକୁଦରେ ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଅଂଚଳର ୪ଟି ଗାଁ ଗଇନ୍ଦି, ବେହେରାସାହି,ମଝିପଡା,ଘାଟସାହି ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ପାଣି ଭିତରେ ବୁଡି ରାସ୍ତା ବୁଡିରହିଥିବାରୁ…

ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି, ସାଲେପୁରରେ ଘରେ ଘରେ ବର୍ଷା ପାଣି

ଢେଙ୍କାନାଳ/ସାଲେପୁର(କେନ୍ୟୁଜ): ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି। ସହରର ଟାଉନ ପ୍ଲାନିଂ ଓ ଦକ୍ଷିଣକାଳୀ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ପାଣି ଜମି ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରିଗର…

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୬ IASଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ପରେ ଏବେ ବନ୍ୟା ପରିସ୍ଥିତି। ଯାହାର ମୁକାବିଲା ପାଇଁ ୬ IASଙ୍କୁ ଦିଆଯାଇଛି ଦାୟିତ୍ୱ । IAS ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । IAS ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଡି.କେ ସିଂଙ୍କୁ କଟକ…

କଟକ କହ୍ନେଇପୁରରେ ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ, ଗୋଟିଏ ପରିବାରରେ ୯ଜଣଙ୍କୁ ଅଧରାତିରେ ଉଦ୍ଧାର କଲା ଚାଉଳିଆଗଞ୍ଜ…

କଟକ: ଅଧ ରାତିରେ ରେସକ୍ୟୁ ଅପରେସନ୍‌। ୧ ଘଣ୍ଟା ପରେ ଉଦ୍ଧାର ହେଲେ ୯ଜଣ। ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ୧୦ଜଣ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କଟକ ସହରର କହ୍ନେଇପୁରରେ ମହାନଦୀର ପ୍ରଥମ ବନ୍ୟା ପାଣି ପଶି ମହାନଦୀ ପଠାରେ ରହୁଥିବା ଗୋଟିଏ ପରିବାରରେ ୯ଜଣ ପାଣି…