ଆଗକୁ ଆହୁରି ବଢିବ ଶୀତ, ୧୬ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା

ଭୁବନେଶ୍ବର: ଆଗକୁ ଆହୁରି ବଢିବ ଶୀତ । ୩ରୁ ୪ ଡିଗ୍ରୀ କମିବ ତାପମାତ୍ରା । ୧୬ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା ଦିଆଯାଇଛି । ତେଣୁ ଯିବା ଆସିବା କରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ହେଲେ ଆଜି ସାମାନ୍ୟ ଶୀତ କମ୍ ରହିଛି । ମାଲକାନଗିରିର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟ ସବୁ ସ୍ଥାନରେ ତାପାମାତ୍ର ୧୦ ଡିଗ୍ରୀ ଉପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.