Below header

ଲୋକଙ୍କୁ ବଣ୍ଟାନଯାଇ ପୋତାଗଲା ବସ୍ତା ବସ୍ତା ଚୁଡା, ସାଧାରଣରେ ଅସନ୍ତୋଷ

ଯାଜପୁର: ପୋତାଗଲା ବସ୍ତା ବସ୍ତା ଚୁଡା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ବାଣ୍ଟିବା ପାଇଁ ସରକାର ଶୁଖିଲା ଖାଦ୍ୟ ଯୋଗାଇ ଦେଇଥାନ୍ତି। ଯାଜପୁର ଜିଲ୍ଲା ବରୀକୁ ଆସିଥିବା ବସ୍ତା ବସ୍ତା ଚୁଡା ଲୋକଙ୍କୁ ବଣ୍ଟାନଯାଇ ଗୋଦାମ ଘରେ ନଷ୍ଟ ହେଉଛି। ଏପରିକି ନଷ୍ଟ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଚୁଡା ବସ୍ତାକୁ ଖାଲରେ ପୋତି ଦିଆଯାଉଛି।

କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସମେତ ଗରିବ ଲୋକମାନେ ଖାଇବାକୁ ନପାଇ ଭୋକ ଉପାସରେ ଜୀବନ ବିତାଉଥିବାବେଳେ ବରୀ ବ୍ଲକରେ ବସ୍ତା ବସ୍ତା ଚୁଡା ନଷ୍ଟ ହେଉଥିବାନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.