ପୂର୍ବତନ ଓଡିଶା ପୋଲିସ ଡିଜି ଏସ ଏନ ତିୱାରୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଏସ.ଏନ ତିୱାରୀଙ୍କ ପରଲୋକ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ଓଡ଼ିଶାର ପୂର୍ବତନ ଡିଜି । ଏନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଶ୍ରୀଯୁକ୍ତ ତିୱାରୀଙ୍କ ଦେହାନ୍ତ ଖବର ବୋହୁ ଦୀକ୍ଷା ତିୱାରୀ ହିଁ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.