Browsing Tag

odisha police dg

ମହିଳା ହୋମଗାର୍ଡଙ୍କ ଗୋଡ କଟିବା ଘଟଣା: ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲା ରାଜ୍ୟ ମାନବାଧିକାର କମିଶନ

ଅନୁଗୁଳ (କେନ୍ୟୁଜ): କେମିତି କଟିଲା ମହିଳା ହୋମଗାର୍ଡ଼ଙ୍କ ଗୋଡ଼ । ଚାଲିଛି ତନାଘନା ତଦନ୍ତ । ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମହିଳା ହୋମଗାର୍ଡ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ…

ଏଣିକି ଓଡ଼ିଆରେ ଚାର୍ଜସିଟ୍‌ ଲେଖିପାରିବେ ପୋଲିସ୍‌ ଅଫିସର, କୋର୍ଟରେ ମଧ୍ୟ ଗ୍ରହଣୀୟ ହେବ ଓଡ଼ିଆ ଭାଷା

ଭୁବନେଶ୍ବର(କେନ୍ଯୁଜ୍): ଏଣିକି ଓଡ଼ିଆରେ ଚାର୍ଜସିଟ୍‌ ଲେଖିପାରିବେ ପୋଲିସ୍‌ ଅଫିସର । କୋର୍ଟରେ ମଧ୍ୟ ଓଡ଼ିଆ ଭାଷା ଗ୍ରହଣୀୟ ହେବ । ଭୁଲ ଇଂରାଜୀ ନଲେଖି ଓଡ଼ିଆରେ ଚାର୍ଜସିଟ୍‌ ଲେଖିବାକୁ ସରକୁଲାର ଜାରି କରିଛନ୍ତି ପୋଲିସ୍ ଡିଜି ଅଭୟ । ତଦନ୍ତକାରୀ ଅଧିକାରିଙ୍କ ଭୁଲ ଇଂରାଜୀ ଯୋଗୁ କୋର୍ଟରେ…

ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କୋରାପୁଟ ଜିଲ୍ଲାରୁ ସର୍ବାଧିକ: ଡିଜି ଅଭୟ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ। ଗତ ୧୦ ବର୍ଷରେ ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୫ ବର୍ଷ ଭିତରେ ବାର୍ଷିକ ୪୧୪କ୍ୱିଣ୍ଟାଲ ଗଞ୍ଜେଇ ଓ ଚଳିତ ସେପ୍ଟେମ୍ବର ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ…

ପୂର୍ବତନ ଓଡିଶା ପୋଲିସ ଡିଜି ଏସ ଏନ ତିୱାରୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଏସ.ଏନ ତିୱାରୀଙ୍କ ପରଲୋକ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ଓଡ଼ିଶାର ପୂର୍ବତନ ଡିଜି । ଏନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଶ୍ରୀଯୁକ୍ତ ତିୱାରୀଙ୍କ ଦେହାନ୍ତ…