କୋରାପୁଟ ଜିଲ୍ଲାରେ ପ୍ରାଣ ହରାଇଥିବା ୪କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସରକାରୀ ସହୟତା

କୋରାପୁଟ : କୋରାପୁଟ ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ୪ ଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସରକାରୀ ସହୟତା । ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ମୃତକଙ୍କ ପରିବାର ବର୍ଗରୁ ଜଣକୁ ଚାକିରି ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କୋରାପୁଟ ଜିଲ୍ଲାରୁ ୩ ଜଣ ପୋଲିସ, ଜଣେ ସ୍ୱସ୍ଥ୍ୟ କର୍ମୀ ଓ ଜଣେ ଆୟୁଷ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ୫ ଜଣକ ମୃତ୍ୟୁଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.