ଆର୍ଟ ଅଫ୍‌ ଗିଭିଂ ଶାଖା ପକ୍ଷରୁ ଜଳେଶ୍ୱର ଅଞ୍ଚଳରେ ଲୋକଙ୍କୁ ମାଗଣାରେ କରାଗଲା ମାସ୍କ ବଣ୍ଟନ

ଜଳେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ସାମାଜିକ ଦୂରତାକୁ ବଜାୟ ରଖିବା ସହ ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

ART OF-2

ତେବେ ଆଜି ଠାରୁ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ବାଧ୍ୟତାମୁଳକ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସେଥିପାଇଁ ଜଳେଶ୍ୱର ପୌରପରିଷଦ ଅଞ୍ଚଳରେ ଥିବା ଆର୍ଟ ଅଫ୍‌ ଗିଭିଂ ଶାଖା ପକ୍ଷରୁ ଜଳେଶ୍ୱର ପୌର ପରିଷଦ ଅଞ୍ଚଳରେ ଥିବା ଗରୀବ ଲୋକଙ୍କୁ ମାଗଣାରେ ୧୫ ହଜାର ମାସ୍କ ବଣ୍ଟନ କରାଯାଇଛି।

ART OF-1

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.