Below header

ଗଞ୍ଜାମରେ ସିରିଜ୍ ବୋମାମାଡ଼

ଗଞ୍ଜାମ : ରମ୍ଭା କଣ୍ଟିଆଗଡ଼ ଗାଁରେ ସିରିଜ୍ ବୋମାମାଡ଼। ଏଥିରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଗାଁରେ ୨୦ରୁ ଅଧିକ ବୋମାମାଡ଼ ହୋଇଥିଲା । ଘଟଣାସ୍ଥଳରେ ଛତ୍ରପୁର ଏସ୍ଡିପିଓ, ରମ୍ଭା ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗିରହିଥିବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.