ସମ୍ବଲପୁର ସହରରେ ଯୋଗାଣ ବିଭାଗର ଚଢ଼ାଉ, ଘରୋଇ ଆବାସିକ କଲେଜରୁ ଗ୍ୟାସ୍‌ ସିଲିଣ୍ଡର ଜବତ

ସମ୍ବଲପୁର ସହରର ଏକ ଘରୋଇ ଆବାସିକ କଲେଜରୁ ବିପୁଳ ଗ୍ୟାସ୍‌ ସିଲିଣ୍ଡର ଜବତ। ହଠାତ୍‌ ଆବାସିକ କଲେଜରେ ଚଢାଉ କରି ସିଲିଣ୍ଡର ଜବତ କଲା ସମ୍ବଲପୁର ଯୋଗାଣ ବିଭାଗ। ଚଢାଉ ସମୟରେ ୫୩ଟି ସିଲିଣ୍ଡର ଜବତ କରାଯାଇଛି। ୨୭ଟି ଖାଲି ସିଲିଣ୍ଡର ଗ୍ୟାସ୍‌ ଓ ୨୬ଟି ଭର୍ତ୍ତି ଗ୍ୟାସ୍‌ ଜବତ କରାଯାଇଛି। ଏତେ ମାତ୍ର୍ରାରେ ସିଲିଣ୍ଡର ଏକ ଆବାସିକ ଶିକ୍ଷାନୁଷ୍ଠାନକୁ କିପରି ଆସିଲା ତାକୁ ନେଇ ପ୍ରଶ୍ନ ଉଠୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.