କୋରାପୁଟ ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

କୋରାପୁଟ(କେନ୍ୟୁଜ୍): ଓଲଟିଲା ଗ୍ୟାସ ଟ୍ୟାଙ୍କର। କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର। ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଗ୍ୟାସ୍‌ ଟ୍ୟାଙ୍କର ରାସ୍ତା କଡକୁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର।

ଘଟଣାସ୍ଥଳରେ ପଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗ୍ୟାସ୍‌ ଟ୍ୟାଙ୍କରରୁ ଦୁଇଟି ଭଲ୍‌ବରୁ ଗ୍ୟାସ୍‌ ଲିକ୍‌ ହେଉଛି। ବିଶାଖାପାଟଣାରୁ ବିଶେଷଜ୍ଞ ଟିମ୍‌ ଆସୁଛନ୍ତି। ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ରାଜୁପୁଡ଼ା-ପୁକାଲି ଛକ ଦେଇ ଥାନା ଅଧିକାରୀ କୈବଲ୍ୟ ସେଠ୍‌ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.