କଟକ: ପ୍ରେମିକ ଘରେ ଗ୍ରହଣ ନକରିବାରୁ ପ୍ରେମିକାର ଧାରଣା

ଟାଙ୍ଗୀ(କେନ୍ୟୁଜ୍):   ଉଭୟଙ୍କୁ ଧରି ଏକ ମାମଲା ରୁଜୁ କରି ଝିଅକୁ ତାର ବାପ ସହିତ ବିଦା କରିଥିଲା ବେଳେ ଗଙ୍ଗାଧରକୁ ଜେଲ ହାଜତକୁ ପଠାଇ ଦେଇଥିଲେ ।

ଝିଅକୁ ତାର ପିତା ଓ ପରିବାର ଲୋକ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାରୁ ସେ ଆଜି ତାର ପ୍ରେମିକ ଘର ସାନ କେଶରପୁର ଗ୍ରାମକୁ ଚାଲି ଆସି ଘର ସମ୍ମୁଖରେ ଧାରଣାରେ ବସିଛି । ଏନେଇ ଗଙ୍ଗାଧର ଓ ତାର ପରିବାର ଲୋକ ଟାଙ୍ଗୀ ଥାନାରେ ଖବର ଦେଲାପରେ ପୋଲିସ୍ ସାନ କେଶରପୁରରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରି ଚାଇଲ୍ଡଲାଇନରେ ଛାଡି ଏକ ମକଦମା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.