ପୁଣି ମହାନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ପୁଣି ମହାନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ ଯୋବ୍ରା ଆନିକଟରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ କିଛି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଘର ଖୋର୍ଦ୍ଦା ଅଞ୍ଚଳର। ସେ କଟକ ଶିଖରପୁରରେ ତାଙ୍କ ଆଇଙ୍କ ଘରେ ରହି ନବମ ଶ୍ରେଣୀରେ ପାଠ ପଢନ୍ତି। ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିନାହିଁ। ଜଗତପୁର ଓ ମାଲଗୋଦାମ ଥାନା ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.