ପ୍ରେମିକର ଭୁଜାଲି ଚୋଟରେ ପ୍ରେମିକା ଗୁରୁତର

ପ୍ରେମିକ ର ଭୁଜାଲି ଚୋଟ ରେ ପ୍ରେମିକା ଗୁରୁତର । ଵଲାଙ୍ଗିର ସହର କନପାଳି ପଡ଼ାରେ ଘଟିଛି ଏପରି ଘଟଣା । ବରଗଡ ଜିଲ୍ଲା ସାଲେପାଲି ଅଞ୍ଚଳ ର ଜଣେ ଯୁବତୀ ଵଲାଙ୍ଗିର ରେ ଏକ ଭଡା ଘରେ ରହୁଥିଲେ । ଏହା ଭିତରେ ଦାସ ବାଗ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଵଲାଙ୍ଗିର(କେନ୍ୟୁଜ):  ପ୍ରେମିକ ର ଭୁଜାଲି ଚୋଟ ରେ ପ୍ରେମିକା ଗୁରୁତର । ଵଲାଙ୍ଗିର ସହର କନପାଳି ପଡ଼ାରେ ଘଟିଛି ଏପରି ଘଟଣା । ବରଗଡ ଜିଲ୍ଲା ସାଲେପାଲି ଅଞ୍ଚଳ ର ଜଣେ ଯୁବତୀ ଵଲାଙ୍ଗିର ରେ ଏକ ଭଡା ଘରେ ରହୁଥିଲେ । ଏହା ଭିତରେ ଦାସ ବାଗ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଆଜି ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟରେ କିଛି ବଚସା ହେଇଥିବା ବେଳେ ପ୍ରେମିକ ଦାସ ବାଘ ଏକ ଭୁଜାଲି ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ର ତଦନ୍ତ କରିବା ସହ ଅଭିଯୁକ୍ତ କୁ ଵଲାଙ୍ଗିର ଟାଉନ ଥାନାରେ ଅଟକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.