ଛେଳି ଚୋରି କରିବା ପଡିବା ମହଙ୍ଗା: ବାଡେଇ ବାଡେଇ ଜଣଙ୍କୁ ମାରିଦେଲେ, ଆଉ ଜଣେ ଫେରାର୍

ବରଗଡ(କେନ୍ଯୁଜ୍): ଛେଳି ଚୋରକୁ ନିର୍ଦ୍ଧୁମ ମାଡ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ବରଗଡ ଜିଲ୍ଲା ଗୁରୁଆଁ ଗାଁରେ ଛେଳି ଚୋରି କରିବାକୁ ୨ ଯୁବକ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ମାଡ ମାରିଥିଲେ ଗ୍ରାମବାସୀ।

ଶେଷରେ ଯୁବକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.