Browsing Tag

goat thief

ଛାଡଖାଇ ପାଇଁ ଛେଳି ଚୋରି! ଚୋରକୁ ଧରି ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

ବାରିପଦା(କେନ୍ୟୁଜ୍): ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେଣୁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଖଚାଖଚ୍‌ ଭିଡ।…

ଏମିତି ସେମିତି ନୁହେଁ ଛେଳି ଚୋରିର ବି ଥିଲା ଗ୍ୟାଙ୍ଗ୍, ୫ ଗିରଫ

ଯାଜପୁର (କେନ୍ୟୁଜ): ଅଭିନବ ଉପାୟରେ ଛେଳି ଚୋରି କରୁଥିଲେ । ଚୋରି ଛେଳିଗୁଡିକୁ ଗୋଟିଏ ଜାଗାରେ ରଖି ଚଢା ଦରରେ ବିକ୍ରି କରି ବେଶ ଲାଭବାନ ହେଉଥିଲେ । ଛେଳି ଚୋରି ହେବା ନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଏକ ରାକେଟକୁ ଠାବ କରିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ । ଏହି…

ପୁଣି କଙ୍ଗାରୁ କୋର୍ଟର ଜୁଲମ୍: ଛେଳି ଚୋର ସନ୍ଦେହରେ ୨ଜଣଙ୍କୁ ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ

ବାରିପଦା(କେନ୍ଯୁଜ୍): ଗାଁରେ କଙ୍ଗାରୁ କୋର୍ଟ । ଛେଳି ଚୋର ସନ୍ଦେହରେ ଦୁଇଜଣଙ୍କୁ ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ । ମୟୂରଭଞ୍ଜ କପ୍ତିପଦା ଥାନା ବଳଦମରା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନାନୁଯାୟୀ, ଛେଳି ଚୋର ସନ୍ଦେହରେ ଦୁଇଜଣଙ୍କୁ ଅଟକାଇଥିଲେ ସ୍ଥାନୀୟ ଲୋକ । ପରେ ଦୁଇ…

ଛେଳି ଚୋରି କରିବା ପଡିବା ମହଙ୍ଗା: ବାଡେଇ ବାଡେଇ ଜଣଙ୍କୁ ମାରିଦେଲେ, ଆଉ ଜଣେ ଫେରାର୍

ବରଗଡ(କେନ୍ଯୁଜ୍): ଛେଳି ଚୋରକୁ ନିର୍ଦ୍ଧୁମ ମାଡ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ବରଗଡ ଜିଲ୍ଲା ଗୁରୁଆଁ ଗାଁରେ ଛେଳି ଚୋରି କରିବାକୁ ୨ ଯୁବକ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ମାଡ ମାରିଥିଲେ ଗ୍ରାମବାସୀ। ଶେଷରେ ଯୁବକର ମୃତ୍ୟୁ…

ଗାଁରେ କିଛି ଦିନ ହେବ ହେଉଥିଲା ଛେଳି ଚୋରି ! ସନ୍ଦେହ କରି ଜଗି ବସିଲେ ଗ୍ରାମବାସୀ, ଏବେ ଧରାପଡି ନିର୍ଦ୍ଧୁମ ଛେଚା…

ଭଦ୍ରକ (କେନ୍ୟୁଜ୍‌) : ନିଶାସକ୍ତ ଅବସ୍ଥାରେ ଛେଳି ଚୋରି କରିବା ପାଇଁ ବିଲରେ ପଶି ଥିବା ବେଳେ ଧରା ପଡିଗଲା ନିଶାଡୀ । ଗ୍ରାମବାସୀଙ୍କ ଦ୍ୱାରା କାବୁ ହୋଇ ଉତ୍ତମ ମଧ୍ୟମ ଖାଇ ଶେଷରେ ଥାନାରେ ହେଲେ ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସ୍ୱାମୀପାଟଣା ଗ୍ରାମରେ।…

ବାଲିଗୁଡ଼ା: ଛେଳି ଚୋରଙ୍କୁ ନିସ୍ତୁକ ମାଡ଼, ଚୋରି ହୋଇଥିବା ଛେଳି ଉଦ୍ଧାର 

ବାଲିଗୁଡ଼ା(କେନ୍ୟୁଜ୍): ଛେଳି ଚୋରି କରିବାକୁ ଯାଇ ହଟହଟା । ଦୁଇ ଛେଳି ଚୋରଙ୍କୁ କାବୁ କରି ଲୁହା ଶିକୁଳିରେ ବାନ୍ଧିଲେ ଗ୍ରାମବାସୀ । ବାଲିଗୁଡ଼ା ଥାନା ସୁଣ୍ଡରୁମିଲା ଗାଁରୁ ଦୁଇ ଯୁବକ ଛେଳି ଚୋରିକରି ନେବା ସମୟରେ କାବୁ କରିଥିଲେ ଗ୍ରାମବାସୀ । ସେମାନଙ୍କ ଠାରୁ ଗୋଟିଏ ଛେଳି ଉଦ୍ଧାର କରିଥିଲେ…

ଭଞ୍ଜନଗର ପୋଲିସ ହାତରେ ଆନ୍ତଃଜିଲ୍ଲା ଛେଳି ଚୋର ରାକେଟ, ୬ଲୁଟେରା ଗିରଫ

ଭଞ୍ଜନଗର: ଭଞ୍ଜନଗର ପୋଲିସ ହାତରେ ଆନ୍ତଃଜିଲ୍ଲା ଛେଳି ଚୋର ରାକେଟ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ଏମାନେ ଛେଳି ଚୋରି କରି ପୋଲିସ ଓ ଛେଳି ମାଲିକଙ୍କ ନିଦ ହଜାଇ ଦେଇଥିଲେ। ପୋଲିସ ୧୫୫ଟି ଛେଳି ଓ ମେଣ୍ଢା ଉଦ୍ଧାର କରିବା ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ…

ଗଞ୍ଜାମ: ବନ୍ଧୁକ ମୁନରେ ଛେଳି ଚୋରୀ, ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରି କରିନେଲେ ଦୁର୍ବୃତ୍ତ

ଗଞ୍ଜାମ: ଛେଳି ନେଇଗଲେ, ଗାଡି ଛାଡିଗଲେ। ବନ୍ଧୁକ ମୁନରେ ଛେଳି ଚୋରୀ। ଛେଳି ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଗୁଆଳରୁ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରି କରିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଥାନା ବରଗାଁରେ ଘଟିଛି ଏହି ଘଟଣା। ଗାଁରେ ରହୁଥିବା ଉଦୟ ଗଉଡ ନାମକ ଜଣେ…

ଯାଜପୁର: ମହଙ୍ଗା ପଡିଲା ଛେଳି ଚୋରି, ଖୁଣ୍ଟରେ ବାନ୍ଧିକି ନିସ୍ତୁକ ପିଟିଲେ ଗ୍ରାମବାସୀ

ଯାଜପୁର(କେନ୍ୟୁଜ୍): ଜଣେ ଛେଳି ଚୋରକୁ ଧରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହିତ ପୋଲିସର ଜିମା ଦେଇଛନ୍ତି। ଘଟଣା ଘଟିଛି ଯାଜପୁର ସଦର ଥାନା ଝାଲପଡା ଗ୍ରାମରେ। ମଙ୍ଗଳବାର ବିଳମ୍ବିତ ରାତିରେ ୪ଜଣ ଚୋର ଏକ ଚାରିଚକିଆ ଗାଡ଼ିରେ ଆସି ଜଣକ ଗୁହାଳରୁ ଛେଳି ଚୋରି କରୁଥିବା ବେଳେ ଲୋକଙ୍କ…

ରାତି ଅଧରେ ଛେଳି ଚୋରି କରିବାକୁ ଆସିଥିଲେ ଚୋର, ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଖାଇଲେ ଛେଚା

ବାଲେଶ୍ୱର(କେନ୍ଯୁଜ୍) : ଜିଲ୍ଲା ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଛେଳି ଚୋରି କରୁଥିବା ଅଭିଯୋଗରେ ଲୋକମାନେ ଚୋରଙ୍କୁ ବହେ ଛେଚିଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ୧ଟା ବେଳେ ୩ଟି ବାଇକରେ ୬ ଜଣ ଚୋର ଗ୍ରାମ ଭିତରକୁ ପଶି ଛେଳି ଓ କୁକୁଡ଼ା ଚୋରି କରିଥିଲେ। ଚୋରି କରି ନେଉଥିବା ବେଳେ ବାଟରେ…

କଟକ : ଛେଳି ଚୋରକୁ ଧରି ବହେ ଛେଚା ଖୁଆଇଲେ ଗ୍ରାମବାସୀ

କଟକ (କେନ୍ୟୁଜ୍) : ଚୋରକୁ ଉତ୍ତମ ମଧ୍ୟମ। ଚୋରୀ ବେଳେ ଧରାପଡିଲେ ଆଉ ବହେ ଛେଚା ଖାଇଲେ। କଟକ ଜିଲ୍ଳା ମୂଳବସନ୍ତ-କଲ୍ୟାଣପୁର ରାସ୍ତାର ମେଡିକାଲ ନିକଟରେ ଦୁଇ ଜଣ ଛେଳି ଚୋର ବାଇକରେ ଆସି ବିଲରେ ଚରୁଥିବା ଦୁଇଟି ଛେଳିଙ୍କୁ ଚୋରି କରିନେଉଥିଲେ । ଏହି ସମୟରେ ଲୋକଙ୍କ ହାବୁଡରେ ପଡିଯିବାରୁ ଜଣେ…

ପୁରୀରେ ଧରାପଡିଲେ ଛେଳି ଚୋର

ପୁରୀ : ଧରାପଡିଲେ ଛେଳି ଚୋର । ଲୋକ ବାନ୍ଧି ବାଡ଼େଇଲେ । ଗତକାଲି ଅପରାହ୍ନ ସମୟରେ ବାଲିପାଟଣା ଥାନା ତୁରିନ୍ତିରା ମହାବୀର ପଡ଼ିଆରେ କିଛି ଛେଳି ଚରୁଥିଲେ । ଏହି ସମୟରେ ତିନି ଜଣ ଯୁବକ ଛେଳିଙ୍କୁ ଚୋରି କରୁଥିବାବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଧରି ଗଛରେ ବାନ୍ଧି ମାଡ଼ ମାରିଛନ୍ତି । ପରେ…