ବାଲିଗୁଡ଼ା: ଛେଳି ଚୋରଙ୍କୁ ନିସ୍ତୁକ ମାଡ଼, ଚୋରି ହୋଇଥିବା ଛେଳି ଉଦ୍ଧାର 

ବାଲିଗୁଡ଼ା(କେନ୍ୟୁଜ୍): ଛେଳି ଚୋରି କରିବାକୁ ଯାଇ ହଟହଟା । ଦୁଇ ଛେଳି ଚୋରଙ୍କୁ କାବୁ କରି ଲୁହା ଶିକୁଳିରେ ବାନ୍ଧିଲେ ଗ୍ରାମବାସୀ । ବାଲିଗୁଡ଼ା ଥାନା ସୁଣ୍ଡରୁମିଲା ଗାଁରୁ ଦୁଇ ଯୁବକ ଛେଳି ଚୋରିକରି ନେବା ସମୟରେ କାବୁ କରିଥିଲେ ଗ୍ରାମବାସୀ । ସେମାନଙ୍କ ଠାରୁ ଗୋଟିଏ ଛେଳି ଉଦ୍ଧାର କରିଥିଲେ । ଦୁଇ ଚୋରଙ୍କୁ ବାଲିଗୁଡ଼ା ପୋଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.