ଭଦ୍ରକରେ ଜମୁଛି କାଳୀପୂଜା, ୧୨ଟି ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଆରାଧନା

ଭଦ୍ରକରେ ଜମୁଛି କାଳୀପୂଜା । ଦୂର ଦୂରାନ୍ତରୁ ଆସି ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଚଳିତ ବର୍ଷ ୧୨ଟି ପୂଜା ମଣ୍ଡପରେ ଚାଲିଛି ମା କାଳୀଙ୍କ ଆରାଧନା ।

ଭଦ୍ରକ : ଭଦ୍ରକରେ ଜମୁଛି କାଳୀପୂଜା । ଦୂର ଦୂରାନ୍ତରୁ ଆସି ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଚଳିତ ବର୍ଷ ୧୨ଟି ପୂଜା ମଣ୍ଡପରେ ଚାଲିଛି ମା କାଳୀଙ୍କ ଆରାଧନା । ଦର୍ଶକମାନେ ମଣ୍ଡପ ବୁଲିବା ସହିତ ମୀନା ବଜାରର ମଜା ନେଉଛନ୍ତି । ପୂଜା ମଣ୍ଡପ ପରିସରରେ ବିଭିନ୍ନ ପୌରାଣିକ ଓ ସାମାଜିକ ବିଷୟ ବସ୍ତୁ ଉପରେ ପାର୍ଶ୍ଵ ମୂର୍ତ୍ତି ନିର୍ମାଣ କରାଯାଇଛି । ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.