ଭଦ୍ରକରେ ମା’ କାଳୀଙ୍କ ଭସାଣି ଉତ୍ସବ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ଭଦ୍ରକ: ସରିଲା ଭଦ୍ରକର ଐତିହାସିକ କାଳୀପୂଜା । ଚରମ୍ପା ଅଞ୍ଚଳରେ ୯ ଦିନ ଧରି ମଣ୍ଡପରେ ପୂଜା ପାଉଥିବା ମାଆ କାଳୀଙ୍କ ଅନୁଷ୍ଠିତ ହୋଇଛି ଭସାଣି ଉତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାକଜମକରେ ମାଆଙ୍କୁ ମେଲାଣି ଦିଆଯାଇଛି । ପାରମ୍ପରିକ ଘଣ୍ଟ ଘଣ୍ଟା ସହ ଦୁଲଦୁଲି ବାଜରେ…