୨୦୨୩ ପାଇଁ ରାଜ୍ୟପାଳ ମେଡାଲ ଘୋଷଣା, ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର

୨୦୨୩ ପାଇଁ ରାଜ୍ୟପାଳ ପୁରସ୍କାର ଘୋଷଣା । ୨୦ ଜଣଙ୍କୁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି। IG ପାହ୍ୟାର ପୂର୍ବାଞ୍ଚଳଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ ମନୋନୀତ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ୨୦୨୩ ପାଇଁ ରାଜ୍ୟପାଳ ପୁରସ୍କାର ଘୋଷଣା । ୨୦ ଜଣଙ୍କୁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । IG ପାହ୍ୟାର ପୂର୍ବାଞ୍ଚଳଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ ମନୋନୀତ ହୋଇଛନ୍ତି  । ଏସପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୁ ନାଁ ଘୋଷଣା ହୋଇଛି ।

DSP ପାହ୍ୟାରେ ଉଦୟଭାନୁ ମିଶ୍ର ଓ ମାନସ ଗଡ଼ନାୟକ ମନୋତୀତ ହୋଇଛନ୍ତି । ସେହିପରି ଆଇଆଇସି ପାହ୍ୟାରେ ରହିଛନ୍ତି ଅନିଲା ଆନନ୍ଦ, ସବ୍ୟସାଚୀ ମଲ୍ଲ ଓ ହେମାମାଳନୀ ନାୟକ । କ୍ୟାଟାଗୋରୀ ୫ରେ ୩ଜଣ, କ୍ୟାଟାଗୋରୀ ୬ରେ ୩ ଜଣ ଓ କ୍ୟାଟାଗୋରୀ ୭ରେ ୫ଜଣଙ୍କ ନାଁ ମନୋନୀତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.