ପୁରୀ ଏସ୍‌ପିଙ୍କ ମହାନତା, ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ବାଣ୍ଟିଲେ ଏସ୍‌ପି

ପୁରୀ(କେନ୍ୟୁଜ୍): ପୁରୀ ଏସ୍‌ପିଙ୍କ ମହାନତା। ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ବାଣ୍ଟିଲେ ଏସ୍‌ପି। ପୁରୀରେ ମହାପ୍ରଭୁଙ୍କ ଆଡପ ଦର୍ଶନ ପାଇଁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ଭକ୍ତଙ୍କୁ ପାଣି ବୋତଲ ବାଣ୍ଟିଛନ୍ତି।

ଲମ୍ବା ବ୍ୟାରିକେଡ୍‌ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଭକ୍ତମାନେ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଏହି ସମୟରେ ଏସ୍‌ପି ନିଜେ ଆସି ସମସ୍ତଙ୍କୁ ପାଣି ବୋତଲ ଦେଇଥିଲେ। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କୁ ଦର୍ଶନ ମଧ୍ୟ କରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.