Below header

ଭିଜିଲାନ୍ସ ଜାଲରେ ଗୁରାଣ୍ଡୀ କଲେଜର ଏଜୁକେସନ ଅଧ୍ୟାପକ, ୬ଟି ସ୍ଥାନରେ ଏକାକାଳୀନ ଚାଲିଛି ଚଢ଼ାଉ

ଗଜପତି: ଭିଜିଲାନ୍ସ ଜାଲରେ ଗୁରାଣ୍ଡୀ କଲେଜର ଏଜୁକେସନ ଅଧ୍ୟାପକ ଜି ନାଗେଶ୍ୱର ରାଓ । ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସର ମିଳିତ ଭାବେ ୬ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଅଫିସ ସମେତ ନିଜ ଘର ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.