ଶ୍ମଶାନ ଜୁଇରୁ ଯୁବତୀଙ୍କ ଅର୍ଦ୍ଧପୋଡା ମୃତଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଶ୍ମଶାନ ଜୁଇରୁ ଯୁବତୀଙ୍କ ଅର୍ଦ୍ଧପୋଡା ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଜାମପଲ୍ଲୀ ଗାଁ ନିକଟ ଶ୍ମଶାନ ଘାଟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ମୃତଦେହର ପରିଚୟ ମିଳିନାହିଁ ।

ଘଟଣା ସ୍ଥଳରେ ଭଂଜନଗର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ମୃତଦେହକୁ ଦରପୋଡା କରି ଛାଡି ଚାଲିଗଲେ ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚା ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.