କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସାକିଲର ଗାର୍ଲଫ୍ରେଣ୍ଡ ଗିରଫ, ଦାଦା ବଟି ଆଦାୟ ଘଟଣାରେ ସମ୍ପୃକ୍ତ ଥିବାରୁ ଗିରଫ କଲା ଦରଘାବଜାର ପୋଲିସ

କଟକ(କେନ୍ୟୁଜ୍):  ଦୁର୍ଦ୍ଦାନ୍ତ ଅପରାଧୀ ସାକିଲର ଗାର୍ଲଫ୍ରେଣ୍ଡ ଗିରଫ।   ଗିରଫ କଲା ଦରଘା ବଜାର ପୋଲିସ ଓ  ସ୍ପେଷାଲ ସ୍କ୍ବାର୍ଡ।  ଦାଦା ବଟି ଆଦୟ ଘଟଣାରେ ସାକିଲର ଗାର୍ଲଫ୍ରେଣ୍ଡ ସମ୍ପୃକ୍ତ ଥିବାରୁ ତାକୁ ଗିରଫ କରିଛି ପୋଲିସ ।  ନିକଟରେ ବକ୍ସି ବଜ଼ାରର ଜଣେ ବ୍ୟବସୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗି ଗିରଫ ହୋଇଛି  ସକିଲ। ବର୍ତ୍ତମାନ ସକିଲ ଚୌଦ୍ବାର ଜେଲରେ ବିଚାରଧୀନ କଏଦୀ ଭବେ ସଜା କାଟୁଛି। ଏହି ଘଟଣାରେ ପୂର୍ବରୁ ପାଞ୍ଚ ଜଣଙ୍କୁ ଗିରଫ କରିସାରିଛି ପୋଲିସ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.