ଆଇପିଏଲ୍‌ ୨୦୨୦, ମାର୍ଚ୍ଚ ୨୯ରୁ ଆରମ୍ଭ ହେବ ବୋଲି ମିଳିଲା ସୂଚନା

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଏହା ମାର୍ଚ୍ଚ ୨୩ ତାରିଖରେ ଆରମ୍ଭ ହେବ ବୋଲି କୁହାଯାଇଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୯ ତାରିଖରୁ ହିଁ ଆରମ୍ଭ ହେବ । ମୁମ୍ବାଇର ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.