ଭାଗ୍ୟ ବଦଳାଇଲା ଆଇପିଏଲ୍, ଏବେ ଟିମ୍ ଇଣ୍ଡିଆରେ ପ୍ରବେଶ କରିବେ ଏହି ୬ ଯୁବ ଖେଳାଳି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୩ ତମ ସିଜନ୍ ଶେଷ ହୋଇଛି। ଚଳିତ ସିଜନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରଫି ହାତେଇଥିବା ବେଳେ ଫାଇନାଲରେ ଦିଲ୍ଲୀକୁ ହାରର ସାମ୍ନା କରିବାକୁ ପଡ଼ିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ନୂଆ ଖେଳାଳି ଆଇପିଏଲ୍ରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଚଳିତଥର ବଡ଼…