ଆଜି ପୁଣିଥରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ, ଜିତିବାକୁ ସବୁ କୌଶଳ ଆପଣାଇବ ଚେନ୍ନାଇ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ର ୩୭ ତମ ମ୍ୟାଚ୍‌ ସୋମବାର ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଟିମ୍‌ ମଧ୍ୟରେ ଶେଖ୍‌ ଜାୟେଦ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଉଭୟ ଟିମ୍‌ର ସମାନତାର ହେଉଛି ଏବେ ଯାଏଁ ଖେଳିଥିବା ୯ଟି ମ୍ୟାଚ୍‌ରେ ଉଭୟଙ୍କୁ ୬-୬ ମ୍ୟାଚ୍‌ରେ ପରାଜୟବରଣ କରିବାକୁ ପଡ଼ିଛି।ଏହି ସିଜନ୍‌ରେ ଦୁଇ ଟିମ୍‌ ପୂର୍ବରୁ ବି ସାମ୍ନାସାମ୍ନି ହରାଇଥିଲେ। ଉକ୍ତ ମ୍ୟାଚ୍‌ରେ ରାଜସ୍ଥାନ ଚେନ୍ନାଇକୁ ୧୬ ରନ୍‌ରେ ହରାଇଥିଲା।

ଟସ୍‌ ସମୟ: ସନ୍ଧ୍ୟା ୭ଟା

ମ୍ୟାଚ୍‌ ସମୟ: ସନ୍ଧ୍ୟା ୭.୩୦

ସ୍ଥାନ: ଶେଖ ଜାୟେଦ ଷ୍ଟାଡିୟମ୍‌

ସମ୍ଭାବ୍ୟ ଦଳ ରାଜସ୍ଥାନ ରୟାଲ୍ସ :

ବେନ୍ ଷ୍ଟୋକ୍ସ, ଜୋସ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, କାର୍ତ୍ତିକ ତ୍ୟାଗୀ ।

ସମ୍ଭାବ୍ୟ ଚେନ୍ନାଇ ଦଳ :

ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମୁରଲୀ ବିଜୟ, ଫାଫ୍ ଡୁ’ ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନ୍ଗିଡ଼ି, ଦୀପକ ଚହର, ପୀୟୂଷ ଚାୱଲା, ଋତୁରାଜ ଗାଏକ୍ବାଡ୍, ସାମ୍ କରନ, ଜୋସ୍ ହାଜେଲଉଡ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.