Below header

କଟକରୁ ଦୁର୍ଦ୍ଦାନ୍ତ ଅପରାଧୀ SK.ଗୁଲ୍‌ଜାର ଗିରଫ, ଦାଦା ବଟି ମାଗିବା ଅଭିଯୋଗରେ ଗିରଫ କଲା କମିଶନରେଟ ପୋଲିସ

କଟକ(କେନ୍ୟୁଜ୍): କଟକରେ ଦୁର୍ଦ୍ଦାନ୍ତ ଅପରାଧୀ SK.ଗୁଲ୍‌ଜାର ଗିରଫ । ଦାଦା ବଟି ମାଗିବା ଅଭିଯୋଗରେ ଗୁଲ୍‌ଜାରକୁ କମିଶନରେଟ ପୋଲିସ ଗିରଫ କରିଛି । ଏଥିସହ ତାର ଦୁଇ ଜଣ ସହଯୋଗୀ ବି ଗିରଫ ହୋଇଛନ୍ତି ।

weapon

ସମସ୍ତଙ୍କ ନାଁରେ କଟକର ବିଭିନ୍ନ ଥାନାରେ ରହିଛି ଅପରାଧିକ ମାମଲା ରହିଛି । ନୂଆବର୍ଷ ପାର୍ଟି ମନେଇବାକୁ ଏମାନେ ଖ୍ରୀଷ୍ଟ କଲେଜର ଛାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବାର ଅଭିଯୋଗ ହୋଇଛି । ସମସ୍ତଙ୍କ ଠାରୁ ଦେଶୀ ବନ୍ଧୁକ ସମେତ ଅଫୁଟା ଗୁଳି ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.