ପବ୍ଲିକ ହେଲଥ ଅଫିସରେ ସିବିଆଇ ରେଡ, ୫୦ ହଜାର ଲାଞ୍ଜ କାରବାର ବେଳେ ଧରାପଡ଼ିଲେ

ପବ୍ଲିକ ହେଲଥ ଅଫିସ ରେ ସିବିଆଇ ରେଡ। ୫୦ ହଜାର ଲାଞ୍ଜ କାରବାର ବେଳେ ଧରିଲା ସିବିଆଇ।

ପାରାଦ୍ଵୀପ : ପବ୍ଲିକ ହେଲଥ ଅଫିସ ରେ ସିବିଆଇ ରେଡ। ୫୦ ହଜାର ଲାଞ୍ଜ କାରବାର ବେଳେ ଧରିଲା ସିବିଆଇ। ପୋର୍ଟ ହେଲଥ ଅଫିସର ଡ ଆର ଏନ ପାଣିଗ୍ରାହୀଙ୍କ ନିକଟରୁ ଜବତ ହେଲା ଟଙ୍କା। ଗୋଟିଏ ସିପିଂ ଏଜେନ୍ସୀ ଠାରୁ ନେଉଥିଲେ ୫୦ ହଜାର ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.