ପାଣିରେ ଭାସିଯାଇ ନାବାଳକ ମୃତ, ଲୋୟର ଇନ୍ଦ୍ର ଡ୍ୟାମ କେନାଲରେ ଗାଧୋଉଥିଲେ

ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଡ୍ୟାମ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ଜଣେ ନାବାଳକ ମୃତ l ମୃତ ନାବାଳକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗାଁର ଧବଳେଶ୍ୱର ବନଛୋରଙ୍କ 14 ବର୍ଷର ପୁଅ ଟିଟୁ ବନଛୋର ବୋଲି ଜଣାପଡିଛି l

ନୂଆପଡା : ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଡ୍ୟାମ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ଜଣେ ନାବାଳକ ମୃତ l ମୃତ ନାବାଳକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗାଁର ଧବଳେଶ୍ୱର ବନଛୋରଙ୍କ 14 ବର୍ଷର ପୁଅ ଟିଟୁ ବନଛୋର ବୋଲି ଜଣାପଡିଛି l

ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ ଖୋଜା ଖୋଜି କରିବା ପରେ ଚନାବେଡା ବ୍ରିଜ ନିକଟସ୍ଥ କେନାଲ ପାଣିରୁ ନାବାଳକର ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଛି l ଖଡ଼ିଆଳ ପୋଲିସ ଘଟଣା ତଦନ୍ତ ଜାରିରଖିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.