ରାଜ୍ୟରେ ଯେ କୌଣସି ସ୍ୱାସ୍ଥ୍ୟସେବା ସଂପର୍କିତ ମତାମତ ପାଇଁ ଭୁବନେଶ୍ୱରରେ ଖୋଲାଗଲା ହେଲ୍ପ ଲାଇନ୍‌ ନମ୍ବର

ଭୁବନେଶ୍ବର:ରାଜ୍ୟରେ ଯେ କୌଣସି ସ୍ୱାସ୍ଥ୍ୟସେବା ସଂପର୍କିତ ମତାମତ ପାଇଁ ଭୁବନେଶ୍ୱରରେ ଖୋଲାଯାଇଛି ହେଲ୍ପ ଲାଇନ୍‌ ନମ୍ବର । ଯେ କୌଣସି ସ୍ୱାସ୍ଥ୍ୟସେବା ପାଇଁ ଆପଣ ୧୦୪ ନମ୍ବରକୁ ଡାଏଲ କରିବାକୁ ପଡିବ । ଏଥିପାଇଁ ଇଡକୋ ଟାଓ୍ଵାରରେ ରହିଛି କଲ ସେଣ୍ଟର । ପୂର୍ବରୁ କଲ ସେଣ୍ଟର ପକ୍ଷରୁ କେବଳ ଗର୍ଭବତୀଙ୍କୁ ଫୋନ୍‌ କରାଯାଉଥିଲା । ଆଜିଠାରୁ ଆଉଟଗୋଇଂ କଲ ମଧ୍ୟ ଶୁଭାରମ୍ଭ କରାଯାଇଛି । ଯେକୌଣସି ସ୍ୱାସ୍ଥ୍ୟସେବାର ଫୋନ୍‌ରେ ମତାମତ ଦେବାକୁ ଅଭିଜ୍ଞ ଡାକ୍ତର ମଧ୍ୟ ନିଯୁକ୍ତି କରାଯାଇଛି । କଲ୍‌ ସେଣ୍ଟରରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.