Below header

କଳିଙ୍ଗ ଟିଭିର ପ୍ରଭାବ, ଅସହାୟ ରଞ୍ଜନକୁ ସହାୟତାର ହାତ ବଢାଇଲା ସର୍ଭ ଫର ପିପୁଲ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ

ଭୁବନେଶ୍ବର (କେନ୍ୟୁଜ୍) : କଳିଙ୍ଗ ଟିଭିର ପ୍ରଭାବ । ଅସହାୟ ରଞ୍ଜନକୁ ସହାୟତାର ହାତ ବଢାଇଲା ସର୍ଭ ଫର ପିପୁଲ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପଢିବାକୁ ଇଚ୍ଛା ଥିଲେ ମଧ୍ୟ ନିଜ ରୋଗ ଘରେ ବସି ରହିବାକୁ ବାଧ୍ୟ କରି ଦେଇଥିଲା । ରୋଗ ଭଲ କରିବାକୁ ବାପା ରମେଶ ଧାର ଉଦ୍ଧାର କରି ସବୁଠି ପୁଅର ଚିକିତ୍ସା କରାଇଥିଲେ । ହେଲେ ତାଙ୍କୁ ସବୁଠି ନିରାଶ ହେବାକୁ ପଡିଥିଲା । ପରେ ଏ ସମ୍ପର୍କରେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ପରେ ରଞ୍ଜନଙ୍କ ନିକଟକୁ ସହାୟତାର ହାତ ବଢିଛି । ସର୍ଭ ଫର ପିପୁଲ ସଙ୍ଗଠନ ରଞ୍ଜନଙ୍କୁ ଦିଲ୍ଲୀ ନେଇ ଅଧିକ ଚିକିତ୍ସାର ଆୟୋଜନ କରିବର ସହ କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.