Browsing Tag

kalinga tv impact

ଅଷ୍ଟମ ବର୍ଷରେ ପାଦ ଦେଲା କଳିଙ୍ଗ ଟିଭି: ଗାଁଠୁ ସହର ସବୁଠି, ସମସ୍ତଙ୍କ ପ୍ରିୟ ଗଣମାଧ୍ୟମ

କେନ୍ୟୁଜ୍: ସାତ ବର୍ଷ ପୂରିଛି, ଅଷ୍ଟମ ବର୍ଷରେ ପାଦ ଦେଇଛି କଳିଙ୍ଗ ଟିଭି। ଭଲ-ମନ୍ଦ, ସୁଖ ଦୁଃଖ, ସବୁ ପାହଚ ଚଢି ଆଜି ରାଜ୍ୟରେ ଏକ ଅଗ୍ରଣୀ ଗଣମାଧ୍ୟମ ପାଲଟି ଯାଇଛି। ନିରପେକ୍ଷ ଓ ନିର୍ଭିକ ଖବର ପରିବେଷଣ କରି ଆପଣଙ୍କ ପ୍ରୟଭାଜନ ହୋଇ ପାରିଛି କଳିଙ୍ଗ ଟିଭି। ଗଣମାଧ୍ୟମର ଭିଡ ଓ ଖବରର…

କଳିଙ୍ଗ ଟିଭିର ପ୍ରଭାବ, ଅସହାୟ ରଞ୍ଜନକୁ ସହାୟତାର ହାତ ବଢାଇଲା ସର୍ଭ ଫର ପିପୁଲ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ

ଭୁବନେଶ୍ବର (କେନ୍ୟୁଜ୍) : କଳିଙ୍ଗ ଟିଭିର ପ୍ରଭାବ । ଅସହାୟ ରଞ୍ଜନକୁ ସହାୟତାର ହାତ ବଢାଇଲା ସର୍ଭ ଫର ପିପୁଲ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପଢିବାକୁ ଇଚ୍ଛା ଥିଲେ ମଧ୍ୟ ନିଜ ରୋଗ ଘରେ ବସି ରହିବାକୁ ବାଧ୍ୟ କରି ଦେଇଥିଲା । ରୋଗ ଭଲ କରିବାକୁ ବାପା ରମେଶ ଧାର ଉଦ୍ଧାର କରି ସବୁଠି ପୁଅର…