Below header

ବାରବାଟୀରେ ଆଜି ହକି ବିଶ୍ୱକପ ପାଇଁ ଉଦଘାଟନୀ ଉତ୍ସବ

ଭୁବନେଶ୍ୱର(କେନ୍ୟୁଜ୍) : କଳିଙ୍ଗ ଷ୍ଟାଡିୟମ ପରେ କଟକ ବାରବାଟୀରେ ଆଜି ହକି ବିଶ୍ୱକପ ପାଇଁ ଉଦଘାଟନୀ ଉତ୍ସବ । କାର‌୍ୟ୍ୟକ୍ରମରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରେହମାନ ଯୋଗଦେବେ । ଅଭିନେତା ସଲମାନ ଖାନ ଓ ପ୍ରଭାସ ମଧ୍ୟ ଯୋଗଦେବେ। କଟକ କାର‌୍ୟ୍ୟକ୍ରମରେ ଯୋଗଦାନ ନେଇ ସଲ୍ଲୁ ମିଆଁ ଟ୍ଵିଟ କରି ଖୁସି ପ୍ରକାଶ କରିଛନ୍ତି ।

salmanଏଥିପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମରେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.