ଭିଜିଲାନ୍ସ ଜାଲରେ ହର୍ଟିକଲଚର ଓଭରସିଅର, ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ହେଲେ ଗିରଫ

ଭଞ୍ଜନଗର: ଚାଷୀଙ୍କ ଠାରୁ ୨ହଜାର ୬ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହର୍ଟିକଲଚର ଓଭରସିଅର । ଭଞ୍ଜନଗର କରଚୁଲି ଓ ତାକରଡା ପଞ୍ଚାୟତର ୧୩ଜଣ ଚାଷୀଙ୍କୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା ।

ଯାହାକୁ ଆଧାର କରି ଭିଜିଲାନ୍ସ  ଲାଞ୍ଚ ନେଉଥିବା ବେଳେ  ଘଟଣାସ୍ଥଳରେ ପହଁଚି ହର୍ଟିକଲଚର ଓଭରସିଅର ଉମାଚରଣ ବେହେରାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.