ବଡ଼ଚଣା : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ

ଜିଲା ସ୍ପେଶାଲ ସ୍କ୍ୱାର୍ଡ ଓ ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ। ବଡ଼ଚଣା ଥାନା କୋଲ ସାହି କାଜୁ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଓଜନ ୮୪କେଜି ହେବ ବୋଲି ଯାଜପୁରରୋଡ଼ ଏସଡ଼ିପିଓ ସଂଜୟ ପଟ୍ଟନାୟକଙ୍କ ସୂଚନା।

ଯାଜପୁର(କେନ୍ୟୁଜ): ଜିଲା ସ୍ପେଶାଲ ସ୍କ୍ୱାର୍ଡ ଓ ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ। ବଡ଼ଚଣା ଥାନା କୋଲ ସାହି କାଜୁ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଓଜନ ୮୪କେଜି ହେବ ବୋଲି ଯାଜପୁରରୋଡ଼ ଏସଡ଼ିପିଓ ସଂଜୟ ପଟ୍ଟନାୟକଙ୍କ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.