ବରମୁଣ୍ଡା ବସଷ୍ଟାଣ୍ଡରୁ ବିପୁଳ ପରିମାଣରେ ଶାଢ଼ି ଜବତ, ୨ ବେପାରୀ ଅଟକ

ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବିପୁଳ ପରିମାଣରେ ଶାଢ଼ି ଜବତ । ଶାଢ଼ି ଜବତ କଲା କଲା CT GST । ଏତେ ପରିମାଣ ଶାଢ଼ୀର ହିସାବ ଦେଖାଇ ପାରିନଥିବାରୁ ଦୁଇ ଜଣ ବେପାରୀଙ୍କୁ ଅଟକ ରଖାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବିପୁଳ ପରିମାଣରେ ଶାଢ଼ି ଜବତ । ଶାଢ଼ି ଜବତ କଲା କଲା CT GST । ଏତେ ପରିମାଣ ଶାଢ଼ୀର ହିସାବ ଦେଖାଇ ପାରିନଥିବାରୁ ଦୁଇ ଜଣ ବେପାରୀଙ୍କୁ ଅଟକ ରଖାଯାଇଛି । ସେମାନେ ହେଲେ ତରୁଣୀ ମେହେର ଓ ପୂର୍ଣ୍ଣ ଚନ୍ଦ୍ର ମେହେର । ବଲାଙ୍ଗୀରରୁ ଶାଢ଼ି ଧରି ସେମାନେ ଭୁବନେଶ୍ୱର ଆସୁଥିଲେ ।  ନିର୍ବାଚନ ସମୟରେ ଏହି ହିସାବ ବହିର୍ଭୂତ ଶାଢ଼ି କୁଆଡ଼େ ଓ କାହିଁକି ଆସୁଥିଲା ତାକୁ ନେଇ ପଚରା ଉଚରା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.