Below header
Browsing Tag

baramunda bus stand

ବରମୁଣ୍ଡା ବସଷ୍ଟାଣ୍ଡରୁ ବିପୁଳ ପରିମାଣରେ ଶାଢ଼ି ଜବତ, ୨ ବେପାରୀ ଅଟକ

ଭୁବନେଶ୍ୱର (କେନ୍ୟୁଜ): ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବିପୁଳ ପରିମାଣରେ ଶାଢ଼ି ଜବତ । ଶାଢ଼ି ଜବତ କଲା କଲା CT GST । ଏତେ ପରିମାଣ ଶାଢ଼ୀର ହିସାବ ଦେଖାଇ ପାରିନଥିବାରୁ ଦୁଇ ଜଣ ବେପାରୀଙ୍କୁ ଅଟକ ରଖାଯାଇଛି । ସେମାନେ ହେଲେ ତରୁଣୀ ମେହେର ଓ ପୂର୍ଣ୍ଣ ଚନ୍ଦ୍ର ମେହେର । ବଲାଙ୍ଗୀରରୁ ଶାଢ଼ି ଧରି…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ, ନିଆଁ ଲିଭା କାର୍ଯ୍ୟ ଜାରି

ଭୁବନେଶ୍ୱର (କେନ୍ୟୁଜ): ବରମୁଣ୍ଡା ବସ ଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ‘ଖଣ୍ଡାଧାର କୁଇନ୍‌’ ବସ୍‌ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେଠାରେ ଉପସ୍ଥିତ ଥିବା…