ଜଙ୍ଗଲୀ କୁକୁଡ଼ା ଶୀକାର ବେଳେ ଭାଲୁ କଲା ଆକ୍ରମଣ, ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ଜଙ୍ଗଲୀ କୁକୁଡ଼ା ଶୀକାର ପାଇଁ ବନ୍ଧୁକରୁ ଲକ୍ଷ୍ୟଭେଦ ବେଳେ ଆକ୍ରମଣ କରିଥିଲା ଭାଲୁ । ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ିବା ସମୟରେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର ହୋଇଛି ।

ବାଲିଗୁଡା(କେନ୍ୟୁଜ): ଭାଲୁ ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ିବା ସମୟରେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର। ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଶିକାରୀ ଭର୍ତ୍ତି। ଘଟଣା ଘଟିଛି ବାଲିଗୁଡା ଥାନା ଦୁଲିକିଆ ଗାଁରେ । ମିଳିଥିବା ସୂଚନା ଅନୁସାରେ ଜଙ୍ଗଲୀ କୁକୁଡ଼ା ଶୀକାର ପାଇଁ ବନ୍ଧୁକରୁ ଲକ୍ଷ୍ୟଭେଦ ବେଳେ ଆକ୍ରମଣ କରିଥିଲା ଭାଲୁ । ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ିବା ସମୟରେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର ହୋଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.