କାଳ ହେଲା ପାରିବାରିକ କଳହ: ସ୍ତ୍ରୀର ମୃତ୍ୟୁ ଖବର ଶୁଣି, ଜୀବନ ହାରିଲେ ସ୍ୱାମୀ

ସ୍ତ୍ରୀର ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ସ୍ୱାମୀ । କୋରାପୁଟ ବୈପାରୀଗୁଡା ବ୍ଲକ ମାଝିଗୁଡା ପଂଚାୟତ ଭାଲିଆପଦର ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତ ଦମ୍ପତି ହେଲେ ଜିନୁ ପରିଜା ଓ ରୁକୁଣୀ ପରିଜା ।

କୋରାପୁଟ (କେନ୍ୟୁଜ): ସ୍ତ୍ରୀର ମୃତ୍ୟୁ ଖବର ଶୁଣି ସ୍ବାମୀର ଆତ୍ମହତ୍ୟା । କୋରାପୁଟ ବୈପାରୀଗୁଡା ବ୍ଲକ ମାଝିଗୁଡା ପଂଚାୟତ ଭାଲିଆପଦର ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତ ଦମ୍ପତି ହେଲେ ଜିନୁ ପରିଜା ଓ ରୁକୁଣୀ ପରିଜା । ପାରିବାରିକ କଳହରୁ ପ୍ରଥମେ ସ୍ତ୍ରୀ ରୁକୁଣୀ ପରିଜା ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରେ ବେକରେ ଗଛ ଲଗାଇ ଆତ୍ମହତ୍ୟା କରିଛନ୍ତି ସ୍ବାମୀ ଜିନୁ ପରିଜା । ଉଭୟଙ୍କର ୩ଟି ପୁତ୍ର ସନ୍ତାନ ଅଛନ୍ତି । ବୈପାରୀଗୁଡା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.