Below header

ମୟୂରଭଞ୍ଜ ମାଳିହତା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ କୁରାଢିରେ ଛେଚି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ସ୍ତ୍ରୀକୁ କୁରାଢିରେ ଛେଚି ହତ୍ୟା କଲା ସ୍ୱାମୀ । ମୟୂରଭଞ୍ଜ ମୋରଡା ଥାନା ମାଳିହତା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ପାର୍ବତୀ ମହାନ୍ତ ।

ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପରେ ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.