Browsing Tag

husband murder his wife

ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ଭଦ୍ରକ : ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ । ତଣ୍ଟି ଉପରେ ଠିଆ ହୋଇ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ । ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ନିଶାସକ୍ତ ସ୍ବାମୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ…

ପୁରୀ:  ମୃତ ସ୍ତ୍ରୀକୁ ମେଡିକାଲରେ ଛାଡି ସ୍ଵାମୀ ଫେରାର

ପୁରୀ(କେନ୍ୟୁଜ୍): ମୃତ ସ୍ତ୍ରୀକୁ ମେଡିକାଲରେ ଛାଡି ସ୍ଵାମୀ ଫେରାର । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ଘଟଣା ଘଟିଛି ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିରେ । ମୃତ ମହିଳା ହେଲେ ନିବେଦିତା ପରିଡ଼ା । ନୟାଗଡ଼ର ରଞ୍ଜିତ ସାହୁ ଗତ ୮ ମାସ ତଳେ ଗଡିସାଗଦା ବିଲ ପାଟଣାର…

ପରକୀୟା ପ୍ରୀତିକୁ ନେଇ ବୀଭତ୍ସ ହତ୍ୟା, ସ୍ତ୍ରୀକୁ କଟୁରୀରେ ହାଣି କଟା ମୁଣ୍ଡ ଧରି ବୁଲିଲା ନୃଶଂସ ସ୍ୱାମୀ

ଢେଙ୍କାନାଳ (କେନ୍ୟୁଜ୍): ସ୍ତ୍ରୀକୁ ହତ୍ୟା କରି କଟା ମୁଣ୍ଡ ଧରି ବୁଲିଲା ନୃଶଂସ ସ୍ୱାମୀ। ରାସ୍ତାରେ ୧୨ କିଲୋମିଟର ଧରି ଚାଲିଲା । ଢେଙ୍କାନାଳ ଗଂଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ…

ଦିନରେ ଓଷା ରାତିରେ ହତ୍ଯା: ସାବିତ୍ରୀ ବ୍ରତ ଦିନ ପତ୍ନୀକୁ ଟାଙ୍ଗିଆ ହାଣି ମାରିଦେଲା ସ୍ୱାମୀ

ଅନୁଗୁଳ(କେନ୍ୟୁଜ୍‌): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକେରା ଗାଁରେ ଅଭାବନୀୟ ଘଟଣା। ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ଆଉ ରାତିରେ ପତ୍ନୀକୁ ହତ୍ଯା। ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ହେଉଛନ୍ତି ଲିପି ବେହେରା। ଗତକାଲି ରାତିରେ ଉଭୟ ସ୍ବାମୀ ବସନ୍ତ ବେହେରା…

ରାଜଧାନୀରେ ପୁଣି ବୀଭତ୍ସ ହତ୍ଯା ! ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ଭୁବନେଶ୍ବର: ରାଜଧାନୀରେ ପୁଣି ବୀଭତ୍ସ ହତ୍ୟା। ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ। ମୈତ୍ରିବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ମାମିନା ପୂର୍ତ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀ ରଙ୍ଗଲାଲ୍‌ ପୂର୍ତ୍ତିକୁ ଅଟକ ରଖିଛି। ପାରିବାରିକ…

ମୟୂରଭଞ୍ଜ ମାଳିହତା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ କୁରାଢିରେ ଛେଚି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ସ୍ତ୍ରୀକୁ କୁରାଢିରେ ଛେଚି ହତ୍ୟା କଲା ସ୍ୱାମୀ । ମୟୂରଭଞ୍ଜ ମୋରଡା ଥାନା ମାଳିହତା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ପାର୍ବତୀ ମହାନ୍ତ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପରେ ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି…