Below header

ମୁଁ କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି: ମହମ୍ମଦ ମୋକିମ

ମୁଁ କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି । ଏଭଳି କହିଛନ୍ତି କଟକ ରାଜନୀତିର ଚର୍ଚ୍ଚିତ ନେତା ମହମ୍ମଦ ମୋକିମ। କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ମହମ୍ମଦ ମୋକିମ। ଚଳିତ ବିଧାନସଭାରେ ମାତ୍ର ୯ ଜଣ କଂଗ୍ରେସ ସଦସ୍ୟ ଥିଲେ ମଧ୍ୟ ଏହି ଆଗ ଧାଡିରେ ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇ ପାରୁନାହିଁ।

କଟକ(କେନ୍ୟୁଜ୍): ମୁଁ କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି । ଏଭଳି କହିଛନ୍ତି କଟକ ରାଜନୀତିର ଚର୍ଚ୍ଚିତ ନେତା ମହମ୍ମଦ ମୋକିମ। କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ମହମ୍ମଦ ମୋକିମ। ଚଳିତ ବିଧାନସଭାରେ ମାତ୍ର ୯ ଜଣ କଂଗ୍ରେସ ସଦସ୍ୟ ଥିଲେ ମଧ୍ୟ ଏହି ଆଗ ଧାଡିରେ ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇ ପାରୁନାହିଁ।

ତେବେ ଏଆଇସିସି ସଭାପତିଙ୍କ ସହ ସେ କଥା ହୋଇଛନ୍ତି ଏବଂ ଆଶା ବାନ୍ଧିଛନ୍ତି ପୁଣି କଂଗ୍ରେସକୁ ଫେରି ନିର୍ବାଚନ ଲଢ଼ିବେ । କଟକର ବିକାଶ ପାଇଁ ସେ କାମ କରି ଆସିଛନ୍ତି ଏବଂ କରି ଚାଲିବେ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.