Below header

ଆଇଏସ୍ ସ୍ତରରେ ହେଲା ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଁଉଠି ଦାୟିତ୍ବ

ଆଇଏଏସ ସ୍ତରରେ ଅଦଳବଦଳ। ରାଜେଶ ପ୍ରଭାକର ପାଟିଲଙ୍କୁ ଡାଇରେକ୍ଟର, ସ୍ପୋସାଲ ପ୍ରୋଜେକ୍ଟ, ପିଆର ଓ ଡିଡବ୍ଲ୍ୟୁ ଭାବେ ବଦଳି ହୋଇଛନ୍ତି। ସୁନ୍ଦରଗଡ଼ର ଜିଲ୍ଲାପାଳ ଥିବା ରଶ୍ମିତା ପଣ୍ଡାଙ୍କୁ ଓଡ଼ିଶା ଦକ୍ଷତା ବିକାଶର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଗୃହ ବିଭାଗର ଉପସଚିବ ଥିବା ମନିଷା ବାନାର୍ଜୀଙ୍କୁ ସୋନପୁରର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.