Below header

ମୋହନା: ବିଭିନ୍ନ ବାଲିଘାଟ ରେ ଚଢ଼ାଉ କରି ପାଞ୍ଚ ବାଲି ଟ୍ରାକ୍ଟର ଜବତ, ଆଦାୟ ହେଲା ୫୮.୫୨୫ ଟଙ୍କାର ଜରିମାନା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ତହସିଲ ପକ୍ଷରୁ ଅଞ୍ଚଳର ବିଭିନ୍ନ ବାଲିଘାଟ ରେ ଚଢ଼ାଉ କରାଯାଇ ୫ଟି ବେଆଇନ ବାଲି ବୋଝଇ ଟ୍ରାକ୍ଟର ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଇଛି l

mohanaମୋହନା ତହସିଲଦାର ପେଟ୍ରୋଲିଂ କଲାବେଳେ କର୍ଚ୍ଚବାଡ଼ି ଏବଂ ନଳାଘାଟ ଅଞ୍ଚଳରୁ ଟ୍ରାକ୍ଟର ଗୁଡିକ ଜବତ କରାଯାଇଥିବା ଜଣାପଡିଛି l ଉକ୍ତ ଟ୍ରାକ୍ଟର ଗୁଡିକରୁ ଜୋରିମାନା ବାବଦକୁ ୫୮.୫୨୫ଟଙ୍କା ଆଦାୟ କରାଯାଇଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.