ଲୋକସଭାର ୫ ପାର୍ଲାମେଣ୍ଟାରୀ କମିଟିରେ ୬ ଓଡ଼ିଆ, ପ୍ରିଭିଲେଜ କମିଟିରେ ଅଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍ (ବ୍ୟୁରୋ) : ଲୋକସଭାର ୫ ପାର୍ଲାମେଣ୍ଟାରୀ କମିଟିରେ ୬ ଓଡ଼ିଆ। ପ୍ରିଭିଲେଜ କମିଟିରେ ଅଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ । ସବ୍‌ଅର୍ଡିନେଟ ଲେଜିସଲେସନ୍‌ କମିଟିରେ ପିନାକୀ ମିଶ୍ର ଓ ସୁରେଶ ପୂଜାରୀ ଅଛନ୍ତି । କମିଟି ଅନ୍‌ ପେପର୍ସ ଲେଡ୍‌ ଅନ୍‌ ଦ ଟେବୁଲ୍‌ରେ ଅଛନ୍ତି ସାଂସଦ ସପ୍ତଗିରି ଉଲାକା । ଚନ୍ଦ୍ରଶେଖର ସାହୁ କମିଟି ଅନ୍‌ ଗଭର୍ଣ୍ଣମେଣ୍ଟ ଆସ୍ୟୁରେନ୍ସରେ ଅଛନ୍ତି । ଏଥିକ୍ସ କମିଟିରେ ଅଛନ୍ତି ଅପରାଜିତା ଷଡ଼ଙ୍ଗୀ । ୬ ଜଣ ଓଡ଼ିଆ ସାଂସଦଙ୍କୁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.